ଆଜି ସୋନପୁର ଉପ ଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଅଚାନକ ବିନିକା ଗସ୍ତରେ ଆସି ବିଭିନ୍ନ କିଟନାଶକ ଔଷଧ ଦୋକାନ ଯାଞ୍ଚ କରିଥିଲେ।
ଯେଉଁ ଦୋକାନର କାଗଜ ପତ୍ର ଠିକ ନାହିଁ ସେହି ଦୋକାନକୁ କ୍ଲୋଜର ନୋଟିସ ଦିଆଯାଇଥିବା ଜଣାପଡିଛି। ଏହି ଚଢ଼ାଉରେରେ ବିନିକା ପୋଲିସ ସାମିଲ ହୋଇଥିଲେ ।
Credible Local News of Odisha