କିଛି ପେଟ୍ରୋଲ ପମ୍ପ ଦୁଇଦିନ ୧୨ ଘଣ୍ଟା ଲେଖାଏଁ ବନ୍ଦ

ଆସନ୍ତା କାଲି ଓ ପରଦିନ ରାଜ୍ୟର କିଛି ପେଟ୍ରୋଲ ପମ୍ପ ସନ୍ଧ୍ୟା ୬ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ l ଏକ ପେଟ୍ରୋଲ ପମ୍ପ ମାଲିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି l

ତେବେ ଭିନ୍ନ ସଂଘର ସଦସ୍ୟ ଥିବା ପମ୍ପ ଗୁଡିକ ଖୋଲା ରହିବ ବୋଲି ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version