କେନ୍ଦୁଝର ଜିଲ୍ଲାର ସର୍ବ ପୁରାତନ କାଳୀ ପୂଜା କମିଟି କାଳୀତୀର୍ଥ ଦ୍ଵାରା ମା ଙ୍କ ପୁଜା ଏବର୍ଷ ୮୨ ତମ ବର୍ଷ ରେ ପହଞ୍ଚିଛି। ଏଇ ଅବସର ରେ କମିଟି ପକ୍ଷରୁ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମରୀଚିକା ର ମୁଖ୍ୟ ଦେବାଶିଷ ମିଶ୍ର ଙ୍କୁ କାଳୀତୀର୍ଥ ପ୍ରତିଭା ରୁପେ ସମ୍ମାନିତ କରାଯାଇଛି। କମିଟି ର ସମ୍ପାଦକ ଶ୍ରୀଯୁକ୍ତ ଦୀପକ ମିଶ୍ର ଓ ସଦସ୍ୟ ଗଣ ଉପସ୍ଥିତ ରହି ସମ୍ମାନିତ କରିଥିଲେ। ସମ୍ପାଦକ ଦୀପକ ମିଶ୍ର କହିଥିଲେ ସବୁବେଳେ ପ୍ରତିଭା ଖୋଜୁଥିବା ବ୍ୟକ୍ତି ଆଜି ଆମ ପାଇଁ ପ୍ରତିଭା।