ଅନୁଗୁଳ ଜିଲ୍ଲା ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ତଥା ଯୁବ ବିଜେପି ନେତା ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ତାଳଚେର ଲିଙ୍ଗରାଜ କୋଇଲାଖଣିରେ ଥିବା ଗୋଦାବରୀ ଏବଂ କାର୍ଗୋ କମ୍ପାନୀରେ କାର୍ଯ୍ୟରତ ଠିକା ଶ୍ରମିକଙ୍କର ରେଟ୍, ସିଏମପିଏଫ ଏବଂ ମେଡ଼ିକାଲ କାର୍ଡ ଜନିତ ଦାବି ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l
ଏଥିରେ ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନର ରୂପରେଖ ନେଇ ଆଲୋଚନା ହୋଇଥିଲା l