କାଠକଟା ଜଙ୍ଗଲରେ ହାତୀର କଙ୍କାଳ ଠାବ

କେନ୍ଦୁଝର ଜିଲ୍ଲା ହଦଗଡ଼ ବନଖଣ୍ଡର କାଠକଟା ଜଙ୍ଗଲରେ ଏକ ହାତୀର କଙ୍କାଳ ଠାବ ହୋଇଛି l ହାତୀ ମୃତ୍ୟର କାରଣ ଜଣା ପଡ଼ିନଥିବା ବେଳେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version