କଳିଙ୍ଗ ଷ୍ଟାଡିୟମରେ ଆଜି ୨ଟି ମ୍ୟାଚ January 14, 2023 by Rameswar mahakur ଆଜି ହକି ବିଶ୍ବକପର ଦ୍ବିତୀୟ ଦିନରେ କଳିଙ୍ଗ ଷ୍ଟାଡିୟମରେ ବେଲଜିୟମ ଓ କୋରିଆ ଏବଂ ଜର୍ମାନୀ-ଜାପାନ ମଧ୍ୟରେ ମୁକାବିଲା ହେବ।