ବରଗଡର ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜଠାରେ ବୁଦ୍ଧ ପୂର୍ଣ୍ଣିମା ଅବସରରେ ବୁଦ୍ଧ ପ୍ରତିମୂର୍ତ୍ତି ଏବଂ ବୁଦ୍ଧବନମ୍ ଉଦଘାଟିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଭୁଟାନର ବୁଦ୍ଧଧର୍ମ ଗୁରୁ ଦାୱା ଦ୍ରାକପା ଅତିଥି ଭାବରେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ମାଧ୍ୟମରେ ବୁଦ୍ଧ ଧର୍ମର ବିଭିନ୍ନ ନୀତି ଶିକ୍ଷା ବିଷୟରେ ବିଶଦ ସୂଚନା ପ୍ରଦାନ କରିଥିଲେ ।