କଲୁଙ୍ଗା ଷ୍ଟେସନରେ ରେଳରୋକ କରି ପ୍ରତିବାଦ

କରୋନା ପୂର୍ବରୁ ରହୁଥିବା ୫ଟି ଟ୍ରେନର ପୂର୍ବପରି ରହଣି ଦାବି କରି କଲୁଙ୍ଗା ବିକାଶ ପରିଷଦ ପକ୍ଷରୁ ରେଲ ଲାଇନ ଅବରୋଧ କରାଯାଇଛି।

ରେଳରୋକ ଯୋଗଁ କିଛି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Leave a Comment Cancel reply

This site uses Akismet to reduce spam. Learn how your comment data is processed.

Exit mobile version