ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମଳିକୁଦ ଗ୍ରାମରେ ବିଧାୟକଙ୍କ ପାଣ୍ଠିରୁ ନିର୍ମାଣ ହେଉଥିବା ନୂତନ ଶିବ ମନ୍ଦିର କାର୍ଯ୍ୟକୁ ଆଜି କଣ୍ଟାମାଳ ବିଧାୟକ ମହୀଧର ରଣା ପରିଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଥିଲେ।
ଲୋକଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।
Credible Local News of Odisha