ଓଲଟିଲା ଧାନ ବୋଝେଇ ଟ୍ରକ, ଚାଳକ ଆହତ

ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧି ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଏକ ଧାନ ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ଚାଳକ ଓ ହେଲପର ଆହତ ହୋଇଛନ୍ତି ।

ସୂଚନାନୁସାରେ ସମ୍ବଲପୁର ଗୋଡଭଗା ପଟରୁ ଏକ ଧାନ ବୋଝେଇ ଟ୍ରକ ନମ୍ୱର ବିନିକା-ସୁବର୍ଣ୍ଣପୁର ମୁଖ୍ୟରାସ୍ତା ଦେଇ ଆନ୍ଧ୍ରପ୍ରଦେଶକୁ ଯାଉଥିବା ବେଳେ ସିଦ୍ଧି ପେଟ୍ରୋଲ ପମ୍ପ ନିକଟରେ ଅପର ପଟୁ ଆସୁଥିବା ଏକ ଗାଡ଼ିକୁ ସାଇଟ ଦେବା ବେଳେ ଟ୍ରକଟି ରାସ୍ତା କଡ ମାଟିରେ ଦବି ଓଲଟି ପଡିଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version