ଓଭର ବିଲିଂ ଦେଇ ୩ କନଷ୍ଟେବଲ ନିଲମ୍ବିତ

ସରକାରୀ ଗାଡ଼ିରେ ତେଲ ପକାଇବାରେ ଓଭର ବିଲିଂ କରିଥିବା ଅଭିଯୋଗରେ ମୋଟର ଭେଇକିଲ ବିଭାଗର ୩ କନଷ୍ଟେବଲଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଜିଲ୍ଲା ଏସ୍‌ପି।

୩ କନଷ୍ଟେବଲ ତେଲ ବିଲ୍ ଓ ମିଟର ରିଡିଂ ଠିକ୍ ଭାବେ କରିନଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version