ଓପିଏସସି ଓ ରାଜ୍ୟ ଶିକ୍ଷା ବିଭାଗକୁ ଚିଠି ଲେଖି ତାଗିଦ୍ କଲା ୟୁଜିସି

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଉଲ୍ଲଘଂନ ନେଇ ରାଜ୍ୟ ଶିକ୍ଷା ବିଭାଗକୁ ଚିଠି ଲେଖିଛି ୟୁଜିସି ।

ନିୟମ ଉଲ୍ଲଘଂନ କରି ନିଯୁକ୍ତି କରା ନ ଯିବା ନେଇ ୟୁଜିସି ତାଗିଦ କରିଛି। ସମାଜ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନିଯୁକ୍ତି ପ୍ରକ୍ରିୟା ନେଇ ଆପତ୍ତି ଉଠାଇଛି ୟୁଜିସି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version