ଓଟିଏମ ପୁନରୁଦ୍ଧାର ମାମଲାର ଶୁଣାଣୀ କରି ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ଅଫିସିଆଲ୍ ଲିକ୍ୟୁଡେଟର୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଶ୍ରମିକଙ୍କ ପ୍ରାପ୍ୟ ଓ ଦେୟ ସମ୍ପର୍କରେ ସତ୍ୟପାଠ ଦେବେ। ଆସନ୍ତା ଗୁରୁବାର ମାମଲାର ପରବର୍ତ୍ତି ଶୁଣାଣୀ ହେବ