ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ସିଙ୍ଗିଯୁବା ଗ୍ରାମର ଧ୍ରୁବଚରଣ ସାହୁ(୫୪) ଭୁବନେଶ୍ୱର ସ୍ଥିତ ଆମରି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ତାଙ୍କୁ ରକ୍ତ ଦରକାର ପଡ଼ିବାରୁ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ନେତୃତ୍ୱରେ ବିଏମପୁର ରଥୀପଡାର ରମାକାନ୍ତ ହୋତା ସେଠାକୁ ପହଞ୍ଚି ଆଜି ଏ ନେଗେଟିଭ ରକ୍ତ ଦାନ କରି ତାଙ୍କ ଜୀବନ ବଞ୍ଚାଇ ଥିବାରୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।