ଏସ୍‌ଆର୍‌ଏଫ୍‌ଟିଆଇ ନିର୍ଦ୍ଦେଶକ ହେଲେ ହିମାଂଶୁ ଶେଖର ଖଟୁଆ

ହିମାଂଶୁ ଶେଖର ଖଟୁଆଙ୍କୁ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ (ଏସ୍‌ଆର୍‌ଏଫ୍‌ଟିଆଇ), କୋଲକାତାର ନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ନିଯୁକ୍ତ କରିଥିବା ସୂଚନା ମିଳିଛି।

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ଏହି ଇନଷ୍ଟିଚ୍ୟୁଟ୍ ରେ ନିଯୁକ୍ତି ପାଇଁ ଥିବା କ୍ୟାବିନେଟ୍ କମିଟିର ଅନୁମୋଦନ ପରେ ଏହି ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version