ଏକାମ୍ର କ୍ଷେତ୍ରରେ ଗଡ଼ିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ March 29, 2023 by Rameswar mahakur ନିର୍ଦ୍ଧାରିତ ସମୟଠୁ ବିଳମ୍ବରେ ଆରମ୍ଭ ହୋଇଛି ରଥଟଣା। ରଥଗଡ଼ା ଛକରୁ ମାଉସୀମା’ ଛକକୁ ଯିବ ରୁକୁଣା ରଥ।