ଉଫୁଲା ପଞ୍ଚାୟତର ମାସିକ ବୈଠକ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ପଞ୍ଚାୟତରେ ଆଜି ସରପଞ୍ଚ ଶ୍ରୀୟା କର୍ମୀଙ୍କ ସଭାପତିତ୍ବରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ୱାର୍ଡ ସଭ୍ୟସଭ୍ୟା ଓ ବିଭାଗୀୟ କର୍ମଚାରୀମାନେ ଏଥିରେ ଯୋଗ ଦେଇଥିବାବେଳେ ପାନୀୟ ଜଳ ସମସ୍ୟା, ମଧୁ ବାବୁ ପେନସନ ଯୋଜନା, ଷ୍ଟଲ ଭଡ଼ା ଆଦାୟ, ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାନ୍ଵୟନ ଆଦି ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ କେତେକ ହରିଶ୍ଚନ୍ଦ୍ର ଯୋଜନା ହିତାଧିକାରୀଙ୍କୁ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Leave a Comment Cancel reply

This site uses Akismet to reduce spam. Learn how your comment data is processed.

Exit mobile version