ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ

ମୟୁରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ସ୍ତରୀୟ ଉଦଳା ଉପଜିଲ୍ଲାପାଳଙ୍କ କକ୍ଷରେ ଆଜି ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ଅନେକ ଲୋକ ଆସି ତାଙ୍କର ଅଭିଯୋଗ ରଖିଥିଲେ ।

ଏହି ଶିବିର ରେ ଜିଲାପାଳ ବିନୀତ ଭରଦ୍ୱାଜ, ଉପଜିଲ୍ଲାପାଳ ଭଗବାନ ବେହେରା, ଏସଡିପିଓ ସାର୍ଥକ ରୟ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଜନ ଅଭିଯୋଗ ଶୁଣାଣି କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version