ଆସନ୍ତାକାଲି ସକାଳ 8 ଟାରୁ ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ

ଆସନ୍ତାକାଲି ସକାଳ 8 ଟାରୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି l ପ୍ରଥମ ଏକ ଘଣ୍ଟା ପରିମାଣିକ ଦର୍ଶନ ହେବ l ସକାଳ 9 ରୁ ସାଢେ 19 ସର୍ବସାଧାରଣ ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି l
ଏହା ପରେ ଅପରାହ୍ନ 2 ଟାରୁ 3 ଟା, ସନ୍ଧ୍ୟା 6 ଟାରୁ ସାଢେ 6 ଟା, ରାତି 9 ଟାରୁ ସାଢେ 10 ଟା ଏବଂ ରାତି ସାଢେ 11 ରୁ ସାଢେ 12 ଟା ଦର୍ଶନ ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version