ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣେ ମୃତ, ୩ ଆହତ March 21, 2023 by Rameswar mahakur ନୂଆପଡ଼ା ଜିଲ୍ଳା ବୋଡେନ ଥାନା ଅନ୍ତର୍ଗତ ବିରେଶକେଲା ବିଜୁ ଏକ୍ସପ୍ରେସ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।