ଆଜି ଆସିପାରେ ବିଜେପିର ୨୦ରୁ ୨୨ ପ୍ରାର୍ଥୀ ତାଲିକା : ତୋମର

ରାଉରକେଲାରେ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମର କହିଛନ୍ତି।

୨୦ ପୂର୍ବରୁ ବାକି ଥିବା ସମସ୍ତ ପ୍ରାର୍ଥୀ ତାଲିକା ଆସିଯିବ, ରାଉରକେଲାରେ ସମସ୍ତ ବିଧାନସଭା ସହ ଲୋକସଭା ଜିତିବୁ କହିଛନ୍ତି ତୋମର।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version