୧୯୯୭ ମସିହା ଜୁନ୍ ୧ରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହା ସହ ରାଜନୀତିରେ ନବୀନ ପଟ୍ଟନାୟକ ୨୫ ବର୍ଷ ପୂରଣ କରିଛନ୍ତି।ରାଜନୀତିରେ ପାଦ ଥାପିବା ପରେ କେବେ ପରାଜୟର ଚେହେରା ଦେଖିନାହାନ୍ତି ନବୀନ।
Credible Local News of Odisha