ଆଜିଠୁ ରାଜ୍ୟ କଂଗ୍ରେସର ନବ ସଂକଳ୍ପ ଶିବିର

ଆଜିଠୁ ଦୁଇଦିନ ଧରି ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସର ସଭାପତି ଶରତ ପଟ୍ଟନାୟକ ନେତୃତ୍ୱରେ ନବ ସଂକଳ୍ପ ଶିବିର ଅନୁଷ୍ଠିତ ହେବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ମିଳିଛି ।

ତୃଣମୂଳସ୍ତରରେ କଂଗ୍ରେସକୁ ସୁଦୃଢ କରିବାକୁ ବ୍ଲୁ ପ୍ରିଣ୍ଟ୍ କରାଯିବ ।ଏଥିରେ କଂଗ୍ରେସର ଓଡିଶା ପ୍ରଭାରୀ ଚେଲ୍ଲା କୁମାର ଯୋଗ ଦେବା ସହ ଦଳ ନେତା ଓ ବିଧାୟକ ମାନେ ଯୋଗଦେବେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version