ଅସାଧୁ ମିଲର ଓ ସମ୍ପାଦକ ଗିରଫ ଦାବିରେ ବିକ୍ଷୋଭ

ଏଫ୍ଏକ୍ୟୁ ଆଳରେ ଧାନର ମୂଲ୍ୟ କଟା ଯାଉଥିବା, ମିଲରମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ, ମଣ୍ଡିରେ ଧାନ କିଣା ଯାଉ ନ ଥିବା, ମିଲରମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ ଆଦି ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବିନା ବାଟରେ ଧାନ କିଣିବା, ଅସାଧୁ ମିଲର ଓ ସମ୍ପାଦକ ଗିରଫ ଦାବିରେ ଏହି ଆନ୍ଦୋଳନ କରିଥିବା ସେମାନେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version