ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା: ଶ୍ରଦ୍ଧାଞ୍ଜଳିଙ୍କୁ ମିଳିଲାନି ଆଗୁଆ ଜାମିନ

ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଚାର୍ଜସିଟ୍‌ରେ ଅଭିଯୁକ୍ତ ଦର୍ଶାଯାଇଥିବାରୁ ଆଗୁଆ ଜାମିନ ପାଇଁ ମନା କରିଛନ୍ତି ହାଇକୋର୍ଟ।

ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ କରିଥିଲେ ଶ୍ରଦ୍ଧାଞ୍ଜଳି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version