ଅର୍ଚ୍ଚନା ନାଗ ମାମଲା; ଶ୍ରଦ୍ଧାଞ୍ଜଳିଙ୍କୁୁ କୋର୍ଟରେ ହାଜର ପାଇଁ ସମନ

ଆସନ୍ତା ୨୪ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁୁ ସମନ କରିଛନ୍ତି କୋର୍ଟ।

ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ୨୪ରେ ଭିସିରେ ହାଜର ପାଇଁ ସମନ ହୋଇଛି। ଇଡି ସମସ୍ତ ୪ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ କରିସାରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version