ଅର୍ଚ୍ଚନା ନାଗ ମାମଲାରେ ନିରପେକ୍ଷ ତଦନ୍ତ ଦାବି

ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ନିରପେକ୍ଷ ତଦନ୍ତ ଦାବିରେ କେନ୍ଦୁଝର ଜିଲ୍ଲା ଯୁବ କଂଗ୍ରେସ ର ସଭାପତି ସୁନେଶ ଧିର ଙ୍କ ନେତୃତ୍ବରେ ଏକ ଦାବି ପତ୍ର ଏସପି ମିତ୍ରଭାନୁ ମହାପାତ୍ର ଙ୍କୁ ଆଜି ପ୍ରଦାନ କରାଯାଇଛି।

ଏଥିରେ ବହୁ ମନ୍ତ୍ରୀ, ବିଧାୟକ, ନେତା ଙ୍କ ସଂପୃକ୍ତି ଥିବାରୁ ତଦନ୍ତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version