ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସିରୋଳ ଗାଁରେ ଏହି ଘଟଣା ଘଟିଛି।
ଆକ୍ରମଣରେ ମହିଳା ଏଏସ୍ଆଇ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆଉ ଜଣେ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏକ ପୁରୁଣା ମାମଲାରେ ଅଭିଯୁକ୍ତକୁ ଧରିବାକୁ ଯାଇଥିଲେ। ପୁଲିସକୁ ଆକ୍ରମଣ ଅଭିଯୋଗରେ ୫ ଗିରଫ ହୋଇଛନ୍ତି।