କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ପାଟଣା ବ୍ଲକ ଅଞ୍ଚଳର ବିଭିନ୍ନ ଅଞ୍ଚଳରେ ଚଢାଉ କରି ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ କରିବା ସହ ମଦ ତିଆରି ପାଈଁ ବ୍ୟବହୃତ ହେଉଥିବା ସମାଗ୍ରୀ ଏବଂ ମହୁଲ ଫୁଲ ଜବତ କରିବା ସହ ବେଆଇନ ମଦ ବ୍ୟବସାୟ ରେ ସମ୍ପୃକ୍ତି ଅଭିଯୋଗ ଦୁଇଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣକରିଛନ୍ତି।
ଗିରଫ ଦୁଇ ମହିଳା ହେଉଛନ୍ତି ପାଟଣା ବ୍ଲକ ଟାଙ୍ଗର ପଡା ଗ୍ରାମର ସୁକୁମତି ମୁଣ୍ଡା ଓ ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଜାମୁଳେଇ ବେଡା ଗ୍ରାମର ମିନତୀ ମୁଣ୍ଡା ହୋଇଥିବା ଅବକାରୀ ଇନିସପେକ୍ଟର ବେଣୁଧର ସା କହିଛନ୍ତି l