ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ଶତର ବର୍ଷିଆ ନାବାଳିକାକୁ କଣ୍ଟାବାଣିଆ ଥାନା ଶିବପୁର ଗ୍ରାମର ସିପୁ ଭୋଇ ଗତ ମେ’୧ ତାରିଖରେ ବିବାହ କରିବାପାଇଁ ଅପହରଣ କରି ନେଇଥିବା ବଅଁରପାଳ ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।
ଏନେଇ ଆଜି ବଅଁରପାଳ ପୁଲିସ ନାବାଳିକାକୁ ଉଦ୍ଧାର କରି ଅଭିଯୁକ୍ତ ସିଲୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।