ଅଧ୍ୟାତ୍ମିକ ପତ୍ରିକା ‘ଜଗମୋହନ’ ଉନ୍ମୋଚନ

ମୟୁରଭଞ୍ଜ ଜିଲ୍ଲା ଡିହିରାକୁଳରେ ଗ୍ରାମର ମନ୍ଦିର ପ୍ରାଙ୍ଗଣରେ ଆଜି ଅଧ୍ୟାତ୍ମିକ ପତ୍ରିକା ‘ଜଗମୋହନ’ ଉନ୍ମୋଚନ ହୋଇଛି ।

ମୁଖ୍ୟ ଅତିଥି ଭାବେ ରବୀନ୍ଦ୍ର ନାୟକ, ନଗର ପାଳିକା ପ୍ରମିଳା ପଣ୍ଡା, ଆଇନଜୀବି ବସନ୍ତ ପରିଡା ପ୍ରମୁଖ ଏହି କାର୍ଯ୍ୟକ୍ରମ ଉପସ୍ଥିତ ରହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version