ଅଛି ଜଳଛତ୍ର ଷ୍ଟଲ, କିନ୍ତୁ ଜଳ ରଖିବା ପାଇଁ ନାହିଁ ପାତ୍ର

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ମସଜିଦ ଛକ ନିକଟରେ ଜଳଛତ୍ର ଷ୍ଟଲ ଅଛି କିନ୍ତୁ ଜଳ ରଖିବା ମାଟି ହାଣ୍ଡି ନାହିଁ ।

ପ୍ରଶାସନ ଖରା ଦିନ ଆସିଲେ ନାଲି ଫିତା କାଟି ଜଳଛତ୍ର ଷ୍ଟଲ ଖୋଲି ଦେଇ ରକ୍ଷଣ ବେକ୍ଷଣ ଆଦି କରିବାକୁ ଭୁଲି ଯାଉଛି । ଯାହାକି ଏହା ଆଜି ନୁହଁ କିଛି ଦିନ ହେବ ଏମିତି ଏପରି ଅବସ୍ଥାରେ ପଡିରହିଥିବା ସ୍ଥାନୀୟ ଲୋକ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version