ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ

ଫେବୃଆରୀ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ସାମୟିକ ସ୍ଥଗିତ ରହିଥିବା ଆଜି ସଂଘ ପକ୍ଷରୁ କୁହାଯାଇଛି l
ସେମାନଙ୍କ ଦାବି ସମ୍ପର୍କରେ ଫେବୃଆରୀ ଦ୍ଵିତୀୟ ସପ୍ତାହରେ ଆଲୋଚନା ହେବ ବୋଲି ଆଜି ମୁଖ୍ୟ ଶାସନ ସଚିବ ସେମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version