ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ ଆଜି ଅପରାହ୍ନରେ ସମୟରେ ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ମିନ ପ୍ରଧାନଙ୍କ ଗୋଟିଏ ବଖରା ଘର ସହ ପାଳଭାଡି ନିଆଁ ଲାଗି ପାଉଁଶ ହୋଇଯାଇଛି।
କଣ୍ଟାମାଳ ଓ ସୋନପୁରରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।