୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର

ସୁନ୍ଦରଗଡ଼ ହେଡ୍ ପୋଷ୍ଟ ଅଫିସ୍ ପୋଷ୍ଟାଲ ଇନ୍ସପେକ୍ଟର ଉଜ୍ଜ୍ୱଳ କୁମାର ବକେୟା ଦରମା କରାଇଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଛି ସିବିଆଇ।

ଏହା ସହ ଉଜ୍ଜ୍ୱଳଙ୍କ ଭଡ଼ା ଘର ରେଡ୍ କରିଛି ସିବିଆଇ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version