ହିଂସା କାଣ୍ଡ ସ୍ଥିତି ଅନୁଧ୍ୟାନ କଲେ ବିଜେପି ଟିମ୍

ରାଜ୍ୟ ବିଜେପିର ପାଞ୍ଚ ଜଣିଆ ବିଧାୟକଙ୍କ ସମେତ ଏକ ତଥ୍ୟ ସଂଗ୍ରହ କାରି ଟିମ୍ ଯୋଡ଼ା ଗ୍ରସ୍ତରେ ଯାଇ ରାମ ନବମୀକୁ ନେଇ ଘଟି ଥିବା ସାମ୍ପ୍ରଦୟିକ ହିଂସାର ସ୍ଥିତି ଓ କାରଣ ସଂଗ୍ରହ କରିଛନ୍ତି।

ଏ ନେଇ ଦଳ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଅବଗତ କରିଥିବା ବିରୋଧୀଦଳ ପରିଦର୍ଶନ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version