ସମ୍ବିତ ପାତ୍ରଙ୍କ ଟ୍ୱିଟର ଜବାବ ଦେଲେ ସୁଲତା ଦେଓ

ଶ୍ରୀମନ୍ଦିର ପରିକ୍ରମା ଅଞ୍ଚଳରେ ରାତିଅଧିଆ ଜିପିଆର ସର୍ଭେକୁ ନେଇ ବିଜେପି ନେତା ସମ୍ବିତ ପାତ୍ର ପ୍ରଶ୍ନ ଉଠାଇଥିବାରୁ ଟ୍ୱିଟ ଜରିଆରେ ତାଙ୍କୁ ଜବାବ ଦେଇଛନ୍ତି ବିଜେଡ଼ି ନେତ୍ରୀ ସୁଲତା ଦେଓ l
ସେ କହିଛନ୍ତି, ପୂର୍ବରୁ ଜିପିଆର ସର୍ଭେ ରିପୋର୍ଟ ଏନଏମଏକୁ ଦିଆଯାଇଥିବା ସମସ୍ତେ ଜାଣିଥିବା ବେଳେ ଏବେ ଲୋକଙ୍କୁ ସମ୍ବିତ ଭ୍ରମିତ କରୁଥିବାରୁ ଶ୍ରୀମନ୍ଦିର ପରିକ୍ରମା ସ୍ଥଳ ନିମନ୍ତେ ଜମି ଦେଇଥିବା ସେବାୟତ ମାନେ ତାଙ୍କୁ କ୍ଷମା କରିବେନି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version