ସଂଜୀବ ପଣ୍ଡା ହେଲେ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ April 29, 2022 by Odisha ୧୯୯୪ ବ୍ୟାଚ ଆଇପିଏସ୍ ଅଧିକାରୀ ସଂଜୀବ ପଣ୍ଡାଙ୍କୁ ଆଜି ରାଜ୍ୟ ସରକାର ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି।