ଶ୍ରୀମନ୍ଦିର ବଞ୍ଚାଅ ପଦଯାତ୍ରା ସ୍ଥଗିତ

ଆଇନଶୃଙ୍ଖଳା କାରଣରୁ ଶ୍ରୀମନ୍ଦିର ବଞ୍ଚାଅ ପଦଯାତ୍ରାକୁ ଜିଲ୍ଲା ପ୍ରଶାସନ ଅନୁମତି ନ ଦେବାରୁ ଏହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଗଲା ବୋଲି ଏହାର ଆବାହକ ନୃସିଂହ ମହାପାତ୍ର କହିଛନ୍ତି ଲ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ଏହି ପଦଯାତ୍ରା ଆୟୋଜନ କରାଯାଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version