ଶିମିଳିପାଳ ଅସ୍ତକୁଆଁର ଗାଁରୁ ୪ଟି ହାତୀ ଦାନ୍ତ ଜବତ

ମୟୂରଭଞ୍ଜ ଜିଲ୍ଲା ବାରିପଦା ଜେନାବିଲ ଓ ବାଲିଖାଳ ରେଞ୍ଜର ଜଣଙ୍କ ଘରେ ଚଢ଼ାଉ କରି ହାତୀ ଦାନ୍ତ ଜବତ କରିଛି ବନବିଭାଗ।

ନିକଟରେ ଶିକାର କରାଯାଇଥିବା ୨ ହାତୀଙ୍କ ଦାନ୍ତ ହୋଇଥିବା ଅନୁମାନ କରୁଛି ବନବିଭାଗ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version