ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଜିଆର ଏସ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବୁଢ଼ିକାପୁଡି ଜିଆରଏସ ଗୁରୁବାର ରାତ୍ରି ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି। ଜିଆର ଲଏସ ଜଣକ ହେଉଛନ୍ତି ନିରାକର ମହାନ୍ତ।

ସୂଚନା ଅନୁଯାୟୀ ନିରାକାର ଗୁରୁବାର ରାତ୍ରି ତୁରୁମୁଙ୍ଗା ବଜାରରେ ଜବକାର୍ଡ ରେଜିଷ୍ଟ୍ରେସନ, ସକାଶେ ଜଣେ ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି। ଏହି ଚାଢ଼ାଉରେ ଭିଜିଲାନ୍ସ ବିଭାଗ ଇନ୍ସପେକ୍ଟର ହେମାମାଳିନୀ ନାୟକ, ଦୈତାରି ଘଡେଇ, ଦୁଷ୍ମନ୍ତ ନାଏକ ପ୍ରମୁଖ ସାମିଲ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version