ରାଷ୍ଟ୍ରପତି ଭାବେ ଦ୍ରୋପଦୀ ମୁର୍ମୁ ଶପଥ ପରେ ବିଜେପିର ବିଜୟ ଉତ୍ସବ ପାଳିତ

ଭାରତର ସର୍ବୋଚ୍ଚ ଶାସନ କର୍ତ୍ତା ଭାବେ ଦ୍ରୋପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭାବେ ଶପଥ ନେବାପରେ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇଯାଇଛି ।

ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ନାଚଗୀତ ସହ ଏକ ବିରାଟ ଶୋଭାଯାତ୍ରାରେ ମାଣିକେଶ୍ଵରୀ ମନ୍ଦିରକୁ ଯାଇଥିଲେ ।ସେଠାରେ ଦେବୀଙ୍କ ଦର୍ଶନ ସହ ଖୁସିରେ ମିଠା ବଣ୍ଟନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version