ମନ୍ତ୍ରୀଙ୍କ ଘର ଆଗରେ ପୁଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି

ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଥିବା ୟୁଥ୍ ଫର୍ ଆକ୍ସନ କର୍ମୀ ଓ ପୁଲିସ୍ ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଆଗରେ ଧସ୍ତାଧସ୍ତି ହୋଇଛନ୍ତି ।

ବେକାରୀ ସମସ୍ୟା ପ୍ରତିବାଦରେ ୫ ମନ୍ତ୍ରୀଙ୍କ ଘର ଘେରାଉ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମନ୍ତ୍ରୀ ପ୍ରତାପ ଦେବଙ୍କ ଘର ଘେରାଉ କରିଥିଲେ ୟୁଥ୍ ଫର୍ ଆକ୍ସନ କର୍ମୀ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version