ପ୍ରସନ୍ନ ବେହେରାଙ୍କ ପରିବାର ମାଲିକାନାରେ ଫର୍ଣ୍ଣିଚର ସୋ’ରୁମ୍ ଥିବା ସୂଚନା ପାଇ ଧଉଳି ଥାନା ପକ୍ଷରୁ ରେଡ୍ କରାଯାଇଥିବା ସୂଚନା ମିଳିଛି।
ପୂର୍ବତନ ହାବିଲଦାର କନଷ୍ଟେବଲ ସଂଘ ସଂପାଦକ ହେଉଛନ୍ତି ପ୍ରସନ୍ନ ବେହେରା। ସେ ବିଭିନ୍ନ ବେଆଇନ କାରବାର ଅଭିଯୋଗ ପରେ ବହିଷ୍କୃତ ହୋଇଛନ୍ତି।
Credible Local News of Odisha