2021-22 ଆର୍ଥିକ ବର୍ଷ ପାଇଁ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଇ -ଆକାଉଣ୍ଟ ସ୍ଲିପ ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ ଆଜି ହୋଇଯାଇଛି l
ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅର୍ଥ ସଚିବ ବିଶାଳ ଦେବ, ଲେଖା ନିୟନ୍ତ୍ରକ ଅଶୋକ କୁମାର ମହାନ୍ତି ଉପସ୍ଥିତ ରହି ପାଞ୍ଚ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ଇ -ଆକାଉଣ୍ଟ ସ୍ଲିପ ପ୍ରଦାନ କରିଥିଲେ l