ନବ ଦାସ ହତ୍ୟା ପ୍ରସଙ୍ଗରେ ବିଜେପି ଯୁବମୋର୍ଚ୍ଚା ଭୁବନେଶ୍ବର ଲୋୟର ପିଏମଜିରେ ବିଶାଳ ରାଲି କରିଛି।
ରାଲିରେ ରାଜ୍ୟର ସବୁ ଜିଲ୍ଲାର ଯୁବ ମୋର୍ଚ୍ଚା ସଦସ୍ୟ ଯୋଗ ଦେଇଛନ୍ତି।ପୁଲିସ ଅଟକାଇବାକୁ ଉଦ୍ୟମ କଲା ବେଳେ ଯୁବମୋର୍ଚ୍ଚା ସହ ଧସ୍ତାଧସ୍ତି ହୋଇଛନ୍ତି।
Credible Local News of Odisha