ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ରାଜଧାନୀରେ ୧୪୦ଟି ବସ୍ତିକୁ ସମ୍ବେଦନଶୀଳ ବୋଲି ବିଏମସି ଚିହ୍ନଟ କରିବା ସହ ଆବଶ୍ୟକସ୍ଥଳେ ସେମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଆବଶ୍ୟକ ସ୍ଥଳେ ଗଛ କାଟିବା ପାଇଁ ତିନୋଟି କେନ୍ଦ୍ରୀୟ ଦଳ ଗଠନ କରାଯାଇଛି।
Credible Local News of Odisha