୮ ଦଫା ଦାବି ପୂରଣ ନେଇ ବଲାଙ୍ଗିର ଠାରେ ଅଙ୍ଗନବାଡି କର୍ମୀମାନେ ସୁମିତା ମହାପାତ୍ରଙ୍କ ନେତୃତ୍ୱରେ ଆଜି ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାସ୍ତା ରୋକ କରିଥିଲେ।
ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
Credible Local News of Odisha