ଆଜି ବରଗଡ ଜିଲା ଗ୍ରାମ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଷଷ୍ଠ ଜିଲାପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଜିଲାପାଳ, ଅତାବିରା ବିଧାୟିକା, ଜିଲାପରିଷଦ ଅଧ୍ଯକ୍ଷା, ଉପାଧ୍ୟକ୍ଷ ଓ ଜିଲାର ସମସ୍ତ ଜିଲାପରିଷଦ ସଭ୍ଯ ଯୋଗଦାନ କରିଥିଲେ ଓ ଜିଲାର ବିଭିନ୍ନ ଉନ୍ନୟନ ମୂଳକ କାମ ସଂପର୍କରେ ଆଲୋଚନା କରିଥିଲେ