ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ଆଜି ସନ୍ଧ୍ୟା ସମୟରେ ଘଡଘଡି ସହ ବଜ୍ରପାତ ହୋଇଥିବା ଫଳରେ କପ୍ତିପଦା ହାଟ ମଧ୍ୟରେ ଥିବା ଦୁଇଟି ନଡ଼ିଆ ଗଛ ଗୁଡିକରେ ନିଆଁରେ ଜଳି ଯାଇ ପୁଣି ଆପେ ଆପେ ଲିଭିଯାଇଥିଲା ।
ସ୍ଥାନୀୟ ଲୋକେ ଏହାକୁ ଦେଖି ଭୟ ଭିତ ହୋଇଯାଇଥିଲେ ।
Credible Local News of Odisha